ଗୃହ ୪ଟା ଯାଏଁ ମୁଲତବି


ଗୃହ ୪ଟା ଯାଏଁ ମୁଲତବି।ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ।ହଟ୍ଟଗୋଳ , ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି।ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି।


error: Content is protected !!