ବନ୍ଧା ହେଲେ ଟ୍ରାଫିକ ଇନ୍ସପେକ୍ଟର


ଜଗତସିଂହପୁର RTO ଟ୍ରାଫିକ୍ ଇନ୍ସପେକ୍ଟର ଗିରଫ।ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ।ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ।କାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର।କଟକ ନିକଟ ବିରିବାଟୀ ତାରିଣୀ ଛକରୁ ଧରିଥିଲା ଭିଜିଲାନ୍ସ।ସନ୍ତୋଷଜନକ ଉତ୍ତର ନ ଦେବାରୁ ଭୁବନେଶ୍ୱର ଘରେ ରେଡ୍‌ ହୋଇଥିଲା।


error: Content is protected !!