ଜଳୁଛି ମେରାଇନ୍ ଡ୍ରାଇଭ୍‌ ରାସ୍ତାକଡ଼ ଝାଉଁ ବଣ


ପାରାଦୀପ: ଜଳୁଛି ମେରାଇନ୍ ଡ୍ରାଇଭ୍‌ ରାସ୍ତାକଡ଼ ଝାଉଁ ବଣ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ CISFର ଫାୟାର ୟୁନିଟ୍।ମାଟି ତଳେ IOCL ପାଇପ୍‌ଲାଇନ୍ ଯାଇଥିବାରୁ ଚିନ୍ତାଜନକ ସ୍ଥିତି।


error: Content is protected !!