ଫାଇନାଲ୍‌ରେ ହାରିଲା ଭାରତ


୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ।ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଲା ଭାରତ।ଅଷ୍ଟ୍ରେଲିଆ ଚାମ୍ପିଅନ; ଭାରତ ରନର୍ସଅପ୍‌ରେ ସୀମିତ।


error: Content is protected !!