ବେରୋଜଗାରଙ୍କୁ ସୁଧମୁକ୍ତ ୧ଲକ୍ଷ ଋଣ


ବେରୋଜଗାରଙ୍କୁ ସୁଧମୁକ୍ତ ୧ଲକ୍ଷ ଋଣ।ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ମିଳିବ ଋଣ।ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ସୁଧମୁକ୍ତ ୧ ଲକ୍ଷର ଋଣ ମିଳିବ।ଋଣ ପାଇଁ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବ।


error: Content is protected !!