ବିଭିନ୍ନ ଅନୁଷ୍ଠାନକୁ ଜମି


ବିଭିନ୍ନ ଅନୁଷ୍ଠାନକୁ ଜମି।ରାଜଧାନୀରେ ବିଭିନ୍ନ ଅନୁଷ୍ଠାନକୁ ମାଗଣା ଜମି ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି।ୟୁନିଟ-୪ ମଧୁସୂଦନ ନଗର ମସଜିଦ ପାଇଁ ୨.୭୦ କୋଟିର ଜମି ପ୍ରିମିୟମ ଛାଡ଼।ଭୌମ ନଗର କ୍ୟାପିଟାଲ ମସଜିଦ କମିଟିକୁ ୩.୭୦ କୋଟିର ପ୍ରିମିୟମ ଛାଡ଼।ମେହେର ସମାଜର ଗଙ୍ଗାଧର ମେହେର ଭବନ ପାଇଁ ୫.୦୬ କୋଟିର ପ୍ରିମିୟମ ଛାଡ଼।


error: Content is protected !!