କଳାକାର ସହାୟତା ରାଶି ବଢ଼ିଲା


କଳାକାର ସହାୟତା ରାଶି ବଢ଼ିଲା।କଳାକାର ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର।କଳାକାର ସହାୟତା ରାଶି ମାସିକ ୧୨ ଶହରୁ ୨ ହଜାରକୁ ବଢ଼ିଲା।୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫ ଶହ ଟଙ୍କା ପାଇବେ।ଚଳିତ ଫେବ୍ରୁଆରୀ ୨୦ରୁ ୨୫ ତାରିଖ ଭିତରେ ବର୍ଦ୍ଧିତ ରାଶି ମିଳିବ।ରାଜ୍ୟର ୮୦ ହଜାର କଳାକାର ଏହାଦ୍ୱାରା ଉପକୃତ ହେବେ।


error: Content is protected !!