ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ


ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଏକ୍ସ ଜରିଆରେ କଟାକ୍ଷ କଲେ ପିସିସି ପ୍ରଭାରୀ ଡ. ଅଜୟ କୁମାର,କହିଲେ- ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି, ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇଆସିଛି, ବ୍ୟାପକ ଦୁର୍ନୀତି ସତ୍ତ୍ୱେ କାହିଁକି ରେଡ୍‌ ହେଉନି ଓଡ଼ିଶାଲୋକେ ବୁଝିଗଲେ।


error: Content is protected !!