ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପରଲୋକ


ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପରଲୋକ।୭୪ ବର୍ଷ ବୟସରେ ଅଭୟ ମହାନ୍ତିଙ୍କ ପରଲୋକ।ଦୀର୍ଘଦିନ ଧରି କୀଡନି ରୋଗରେ ପୀଡ଼ିତ ଥିଲେ ଅଭୟ।କଟକ ନନ୍ଦିସାହି ବାସଭବନରେ ଚାଲିଛି ଶେଷ ଦର୍ଶନ।


error: Content is protected !!