ଦାମୋଦର ରାଉତଙ୍କ ପ୍ରତିକ୍ରିୟା


ମେଡିକାଲରୁ ଫେରିବା ପରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପ୍ରତିକ୍ରିୟା। ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବାକୁ ନେଇ ରଖିଲେ ମତ। କହିଲେ, ମୋ ସହ କେହି ଆଲୋଚନା କରିନାହାଁନ୍ତି । କାହିଁକି ବଦାନ୍ୟତା ଦେଖାଇଲେ ମୁଖ୍ୟମନ୍ତ୍ରୀ ମୁଁ ଜାଣି ନାହିଁ।


error: Content is protected !!