ବନ୍ଦ ହେବନି ଘରୋଇ ବସ୍‌


ଆଜିର ଭାରତ ବନ୍ଦ ଡାକରା ସତ୍ତ୍ବେ ଗଡ଼ିବ ଘରୋଇ ବସ୍‌ ବନ୍ଦ ଡାକରାକୁ ସମର୍ଥନ କରିବନି ରାଜ୍ୟ ବସ୍‌ ମାଲିକ ସଂଘ କୌଣସି ସ୍ଥାନରେ ରୋକାଗଲେ ଅଟକିପାରେ ବସ୍‌।ଘରୋଇ ବସ ମାଲିକ ସଂଘ ସଦସ୍ୟ ଦେବେନ୍ଦ୍ର ସାହୁଙ୍କ ସୂଚନା।


error: Content is protected !!