ଆଜି ଭାରତ ବନ୍ଦ


ଆଜି ସର୍ବଭାରତୀୟ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା ରାଜ୍ୟରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ ନିଷ୍ପତ୍ତି ରାଜ୍ୟରେ କିଛି ଶ୍ରମିକ ସଂଗଠନ ଓ ରାଜନୈତିକ ଦଳର ସମର୍ଥନ।କେନ୍ଦ୍ରର କୃଷକ ଓ ଶ୍ରମିକ ନୀତିକୁ ବିରୋଧ କରି ବନ୍ଦ ଡାକରା ବାମ ଦଳର ଶ୍ରମିକ ସଂଗଠନ ଓ ଉଠାଦୋକାନୀ ମହାସଂଘର ସମର୍ଥନ କେନ୍ଦ୍ରୀୟ ଅଫିସ ଆଗରେ ବିକ୍ଷୋଭ କରିବେ ପ୍ରତିବାଦକାରୀ ଭୁବନେଶ୍ବରରେ ସକାଳ ୮ଟାରୁ ଆରମ୍ଭ ହେବ ବିକ୍ଷୋଭ।


error: Content is protected !!