ପ୍ରଫୁଲ୍ଲଙ୍କ ପୁଅ ଘରୁ ମିଳିଲା ୧୦ଲକ୍ଷ


ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ମହାଦୁର୍ନୀତି ମାମଲା।ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ଟଙ୍କା ସହ କାର ଜବତ।ପଳାଶପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଜବତ କଲା ଇଡି।କାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍‌ କରିଥିଲା ଇଡି।ଭଦ୍ରକ ଓ ଭୁବନେଶ୍ୱର ସହ ୧୦ଟି ସ୍ଥାନରେ ରେଡ୍‌ କରିଥିଲା ଇଡି।କଲେଜ ସହ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍‌ ହୋଇଥିଲା।


error: Content is protected !!