ରାଗିଂ ଘଟଣା, ୪ ଛାତ୍ରାଙ୍କୁ କ୍ୟାମ୍ପସ ବ୍ୟାନ


MKCG ମେଡିକାଲ କଲେଜରେ ରାଗିଂ ଘଟଣା।ଗତ ୯ରେ ଦ୍ବିତୀୟ ବର୍ଷର ଛାତ୍ରକୁ ହୋଇଥିଲା ରାଗିଂ। ଘଟଣାରେ ସିନିୟର ଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ।ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ବ୍ୟାନ୍ଏନେଇ ମେଡିକାଲ କଲେଜ ଡିନ୍‌ଙ୍କ ସୂଚନା।


error: Content is protected !!