BJPର ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ


ଆଜିଠୁ ନୂଆଦିଲ୍ଲୀରେ ୨ ଦିନିଆ ଅଧିବେଶନ।ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି।ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ।ମନମୋହନଙ୍କ ନେତୃତ୍ବରେ ରାଜ୍ୟ ନେତୃବୃନ୍ଦଙ୍କ ଦିଲ୍ଲୀ ଗସ୍ତ।


error: Content is protected !!