ଯଦି ଆପଣଙ୍କ ଘର ପାଖରେ କେହି ଅସାମାଜିକ କାର୍ଯ୍ୟକଳାପ କରୁଛି


*7978894405**ଯଦି ଆପଣଙ୍କ ଘର ପାଖରେ କେହି ଅସାମାଜିକ କାର୍ଯ୍ୟକଳାପ କରୁଛି, କେହି ମଦୁଆ ଉତ୍ପାତ କରୁଛି ,ରାସ୍ତାରେ କିଛି ଅପରାଧିକ କାର୍ଯ୍ୟକଳାପ ଆପଣଙ୍କ ନଜର କୁ ଆସୁଛି ତେବେ ଆପଣ ଏହି ନମ୍ବର ରେ ଯୋଗାଯୋଗ କରିପାରିବେ।ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଆଜିଠାରୁ କଟକ ର ଜନ ସାଧାରଣ ଙ୍କ ପାଇଁ କଟକ ଡି ସି ପି ଏହି ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି। ଏହା ସିଧସଳଖ ଡିସିପି ଙ୍କ କଣ୍ଟ୍ରୋଲ ରୁମ୍ ଓ ଡି ସି ପି ଙ୍କ ତତ୍ବାବଧାନରେ ରହିବ। ଏହା ସହ ଅଭିଯୋଗ କାରୀ ଙ୍କ ନାମ ଗୋପନ ରଖାଯିବ।


error: Content is protected !!