ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା


ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା। ୩୦୪୭ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫,୫୧,୬୧୧ଛାତ୍ରଛାତ୍ରୀ। ଏନେଇ ତତ୍ପର ମାଧ୍ୟମିକ ଶିକ୍ଷା ବୋର୍ଡ। ସକାଳ ୯ଟାରେ ଆରମ୍ଭ ହେବ ପରୀକ୍ଷା।


error: Content is protected !!