ବିଶ୍ବସ୍ତରୀୟ କ୍ରିକେଟ୍ ଷ୍ଟାଡିୟମରେ ପରିଣତ ହେବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ


ବିଶ୍ବସ୍ତରୀୟ କ୍ରିକେଟ୍ ଷ୍ଟାଡିୟମରେ ପରିଣତ ହେବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। 5T ଅଧୀନରେ ହେବ ରୂପାନ୍ତରଣ l ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ପରିଦର୍ଶନ କରି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଛନ୍ତି l ଆସନ୍ତା ୨୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିବେ l ୩ ବର୍ଷ ମଧ୍ଯରେ ଷ୍ଟାଡିୟମ କାମ ଶେଷ କରିବାକୁ ଲକ୍ଷ୍ୟ।


error: Content is protected !!