ଭୁବନେଶ୍ୱର, ୨୦/୦୫: ଆଜି ଦିନ ୧୨ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକସଙ୍ଗେ ଆସିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ।CHSEର ଅଫିସିଆଲ୍ ୱେବ୍ସାଇଟ୍ରେ ଉପଲବ୍ଧ ହେବ ରେଜଲ୍ଟ। ଅପରାହ୍ନ ୩ଟା ପରେ ୱେବସାଇଟ୍ରୁ ପରୀକ୍ଷାର୍ଥୀ ରେଜଲ୍ଟ ଜାଣିପାରିବେ। results.odisha.gov.in ଓ results. digilocker.gov.inରେ ଜାଣିପାରିବେ।
ଚଳିତ ବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା। ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୮ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା। ରେଜଲ୍ଟ ଅପେକ୍ଷାରେ ମୋଟ ୩ ଲକ୍ଷ ୯୮ ହଜାର ୯୦ ପରୀକ୍ଷାର୍ଥୀ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…