୩୪ଟି ନୂଆ ଏନଏସି ଘୋଷଣା


୩୪ଟି ନୂଆ ଏନଏସି ଘୋଷଣା ।୫ଟି NACକୁ ମୁନିସିପାଲଟି ଘୋଷଣା ।ବୌଦ୍ଧଗଡ଼, ଆସ୍କା, ଛତ୍ରପୁର ହେଲା ମୁନିସିପାଲଟି ।କରଞ୍ଜିଆ ଓ କଣ୍ଟାବାଞ୍ଝି ବି ମୁନିସିପାଲଟି ଘୋଷଣା।ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ।୨୦ଟି ଜିଲ୍ଲାରେ ଗଠନ ହେଲା ୩୪ଟି NAC।


error: Content is protected !!