ରାଜେଶ ପାଟିଲ ନୂଆ BMC କମିଶନର


ରାଜେଶ ପାଟିଲ ନୂଆ BMC କମିଶନର।ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର।୨୦୦୫ ମସିହାର IAS ରାଜେଶ ପ୍ରଭାକର ପାଟିଲ ନୂଆ BMC କମିଶନର।ସମନ୍ବୟ ବିଭାଗର ସଚିବ ଦାୟିତ୍ବରେ ମଧ୍ୟ ରହିବେ।ବର୍ତ୍ତମାନର କମିଶନର ବିଜୟ କୁଲାଙ୍ଗେଙ୍କୁ ଏକ ମାସ ଛୁଟି।ଛୁଟିରୁ ଫେରିବା ପରେ ବିଜୟଙ୍କୁ ମିଳିବ ନୂଆ ଦାୟିତ୍ବ।


error: Content is protected !!