ଭିଜିଲାନ୍ସ ଜାଲରେ ନିଆଳି ASI


ଭିଜିଲାନ୍ସ ଜାଲରେ ନିଆଳି ASI।ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ନିଆଳି ଥାନା ASI।୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ASI ବିଜୟ ଭଞ୍ଜ।ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ।


error: Content is protected !!