ତାମିଲ୍ ଶାସନରେ ବିଜେଡ଼ି ଚାଲିଛି


ତାମିଲ୍ ଶାସନରେ ବିଜେଡ଼ି ଚାଲିଛି।ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ।ତାମିଲ୍ ଶାସନରେ ଦଳ ଚାଲିଛି କହିଲେ ଦେବାଶିଷ ନାୟକ।ଦଳରେ ଗୋଟିଏ କୋଟେରି କାମ କରୁଛି ଦେବାଶିଷ।ପୂର୍ବରୁ ଦଳ ଯେଭଳି ଥିଲା,ଆଉ ସେଭଳି ହୋଇ ରହିନି।


error: Content is protected !!