ଏଣିକି ୬ବର୍ଷରୁ ଅଧିକ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଶିଶୁ


ଏଣିକି ୬ବର୍ଷରୁ ଅଧିକ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଶିଶୁ। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆରଟିଇ ନିୟମ ୨୦୦୯ ଅନୁଯାୟୀ ଶିଶୁଙ୍କ ସ୍କୁଲରେ ନାମଲେଖା ବୟସ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।


error: Content is protected !!