ନିର୍ବାଚନୀ ପ୍ରଚାର ଲାଗି ବିଜେପି ପକ୍ଷରୁ ରିଲିଜ ହୋଇଛି


ନିର୍ବାଚନୀ ପ୍ରଚାର ଲାଗି ବିଜେପି ପକ୍ଷରୁ ରିଲିଜ ହୋଇଛି ପ୍ରଚାର ଗୀତ ଫିର୍ ଆୟେଗା ମୋଦି। ଆଉ ଏହି ଗୀତର ସଙ୍ଗିତକାର ହେଉଛନ୍ତି ଜଣେ ଓଡ଼ିଆ। ଜଣାଶୁଣା ଓଡ଼ିଆ ସଙ୍ଗୀତକାର ପ୍ରେମାନନ୍ଦ ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୧୦ ମିନିଟ ବ୍ୟବଧାନ ବିଶିଷ୍ଟ ଏହି ଗୀତ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।


error: Content is protected !!