ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ


ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ।ଦଳରେ ତାମିଲ୍ ଶାସନ ଚାଲିଛି କହିଲେ ଦେବାଶିଷ ନାୟକ।ଦଳରେ ଗୋଟିଏ କୋଟେରି କାମ କରୁଛି- ଦେବାଶିଷ।ପୂର୍ବରୁ ଦଳ ଯେଭଳି ଥିଲା , ଆଉ ସେଭଳି ହୋଇ ରହିନି।ବିଜେଡ଼ି ଅନୁଭବ କରି ସାରିଲାଣି , ତାର ଆଉ ଭୋଟ୍ ନାହିଁ।ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ଆମଦାନୀ କରୁଛି ବିଜେଡ଼ି।ଓଡ଼ିଶାରେ ଜୟଲଳିତା ସିଣ୍ଡ୍ରୋମ କାମ କରୁଛି ଦେବାଶିଷ।


error: Content is protected !!