ଜୁନ ୨୧ ତାରିଖ ପରିବର୍ତ୍ତେ ଜୁନ ୨୮ ତାରିଖରେ ହେବ OTET । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ସକାଳ ୯ ଟାରୁ ୧୧ଟା ୩୦ ମଧ୍ୟରେ ପ୍ରଥମ ପେପର ପରୀକ୍ଷା ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରୁ ୪ଟା ୩୦ ଦ୍ଵିତୀୟ ପେପର ପରୀକ୍ଷା । ୧୭ ତାରିଖରୁ BSE ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ ।
ଭୁବନେଶ୍ଵର : ଜୁନ ୨୧ ତାରିଖ ପରିବର୍ତ୍ତେ ଜୁନ ୨୮ ତାରିଖରେ ହେବ OTET ।
ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ସକାଳ ୯ ଟାରୁ ୧୧ଟା ୩୦ ମଧ୍ୟରେ ପ୍ରଥମ ପେପର ପରୀକ୍ଷା ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରୁ ୪ଟା ୩୦ ଦ୍ଵିତୀୟ ପେପର ପରୀକ୍ଷା । ୧୭ ତାରିଖରୁ BSE ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…