ନବୀନ ପଟ୍ଟନାୟକଙ୍କ ଉପରେ ବଢୁଛି ଆସ୍ଥା


ନବୀନ ପଟ୍ଟନାୟକଙ୍କ ଉପରେ ବଢୁଛି ଆସ୍ଥା । ବିଜେଡି ଉପରେ ଦୃଢ଼ ବିଶ୍ବାସ । ଆଗାମୀ ନିର୍ବାଚନରେ ଦଳର ଐତିହାସିକ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଟିକେଟ୍ ପାଇଁ ପ୍ରାୟ ୧୦ ହଜାର ଆବେଦନ ଆସିଛି । ଜାତୀୟ ଦଳ ନେତାଙ୍କଠାରୁ ଆରମ୍ଭ କରି ପେସାଦାର ବ୍ଯକ୍ତି ବିଶେଷ ବିଜେଡି ଟିକେଟ୍ ପାଇଁ ଆବେଦନ କରିଛନ୍ତି । ସେପଟେ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ନେଇ ବିରୋଧୀ ବୃଥା ପ୍ରୟାସ କରୁଥିବା ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ହେଉଛି ।


error: Content is protected !!