ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ


ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ୨୮ରେ ପ୍ରଥମେ ଖିଚିଂ ମନ୍ଦିର ଯିବେ ରାଷ୍ଟ୍ରପତି ମା’ କିଚକେଶ୍ବରୀଙ୍କୁ ଦର୍ଶନ ସହ ପ୍ରସାଦ ସେବନ କରିବେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ବରୀ ଅପରାହ୍ନ ୨ଟା ୩୦ରେ ପାଣ୍ଡରଶିଳ ଗାଁରେ ପହଞ୍ଚିବେ ରାଷ୍ଟ୍ରପତି ଭବନରୁ ଖବର ଆସିଥିବା ମନ୍ଦିର କାର୍ଯ୍ୟାଳୟ ସୂଚନା।


error: Content is protected !!