ଐତିହ୍ୟ ସ୍ମୃତି ଭଙ୍ଗା ନ ଯାଉ


ଲଳିତେନ୍ଦୁ: ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତି ପ୍ରସଙ୍ଗ।ବିରୋଧ କଲେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରୀଡ଼ାବିତଙ୍କ ମନକୁ ଆନ୍ଦୋଳିତ କରୁଛି।ଶହ ଶହ କୋଟିର ଭିତ୍ତିଭୂମି ତିଆରି ଦ୍ୱାରା କ୍ରୀଡ଼ାର ବିକାଶ ହେବନି।ଭଲ ଖେଳାଳି ସୃଷ୍ଟି ହେଲେ ଓଡ଼ିଶାର ନାଁ ଉପରକୁ ଯିବ।ବଡ଼ ବଡ଼ ପ୍ରକଳ୍ପ କରି ରାଜ୍ୟ ସରକାର ଅର୍ଥ ହରିଲୁଟ ଯୋଜନା କରୁଛନ୍ତି।ବାରବାଟୀ ନବୀକରଣ ବେଳେ ଐତିହ୍ୟ, ସ୍ମୃତିଗୁଡ଼ିକ ଭଙ୍ଗା ନ ଯାଉ।


error: Content is protected !!