କେନ୍ଦୁଝର ଯିବେ ରାଷ୍ଟ୍ରପତି


ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ।ଦ୍ୱିତୀୟ ଦିନରେ କେନ୍ଦୁଝର ଓ ଭୁବନେଶ୍ୱର ଗସ୍ତ କରିବେ ରାଷ୍ଟ୍ରପତି।ଧରଣୀଧର ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ।ଗୋନାସିକା କଦଳୀବାଡ଼ିରେ ଆଦିମ ଅଧିବାସୀଙ୍କୁ ଭେଟିବା କାର୍ଯ୍ୟକ୍ରମ।ପରେ ଭୁବନେଶ୍ୱର ଉତ୍କଳ ୟୁନିଭର୍ସିଟି କାର୍ଯ୍ୟକ୍ରମରେ ସାମିଲ ହେବେ।


error: Content is protected !!