ମହିଳାଙ୍କୁ ୧୫ ଲକ୍ଷ ଦିଅ ଅପରାଜିତା


ଜଟଣୀ ସଭାରେ ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ନିଶାନା।ମିଶନ ଶକ୍ତି ମହିଳାଙ୍କୁ ଟଙ୍କା ବଣ୍ଟାଯିବାକୁ ସମାଲୋଚନା କଲେ ଅପରାଜିତା।ମହିଳାମାନଙ୍କୁ ହଜାରେ ପନ୍ଦରଶହ ଦେଇ ଭୋଟ୍ ହାତେଇବାକୁ ଚେଷ୍ଟା।


error: Content is protected !!