ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ


ସତ୍ୟବାଦୀରୁ ନିର୍ବାଚନ ଲଢ଼ିପାରନ୍ତି ସଞ୍ଜୟ ଦାସବର୍ମା।ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ିପାରନ୍ତି ଉମା ସାମନ୍ତରାୟ।ନବୀନ ନିବାସ ବୈଠକରେ ଏନେଇ ନିଷ୍ପତ୍ତି ନେଇ ସୂଚନା।ଗତକାଲି ସନ୍ଧ୍ୟାରେ ଉମା ଓ ସଞ୍ଜୟଙ୍କୁ ନେଇ ବସିଥିଲା ବୈଠକ।ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଥିଲେ ଉପସ୍ଥିତ।ସତ୍ୟବାଦୀରେ ଲଢ଼ିବା ନେଇ ଉମା ଓ ସଞ୍ଜୟ ବିବାଦ ହୋଇଥିଲା।


error: Content is protected !!