ଲକ୍ଷପତି ଦିଦି


ଦେଶରେ ଏବେ କୋଟିଏରୁ ଅଧିକ ‘ଲକ୍ଷପତି ଦିଦି’ ହେଲେଣି।ଓଡ଼ିଶାରୁ ୭ ଲକ୍ଷରୁ ଅଧିକ।ଲକ୍ଷପତି ଦିଦି: ବାର୍ଷିକ ₹୧ ଲକ୍ଷରୁ ଅଧିକ ଆୟ-ଦେଶରେ ୧.୪୨ କୋଟି ଲକ୍ଷପତି ଦିଦି-ଓଡ଼ିଶାରୁ ବି ୧୬% ମହିଳା (୭.୦୯ ଲକ୍ଷ) ଲକ୍ଷପତି ଦିଦି ହେଲେଣି।#NRLM#Ministry of Rural Development


error: Content is protected !!