ମୁଁ ଆଜି ବହୁତ ଖୁସି ପ୍ରଶାନ୍ତ


ବିଜେପିରେ ସାମିଲ ପରେ ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ।ବିଜେପିରେ ମିଶି ମୁଁ ଆଜି ବହୁତ ଖୁସି କହିଲେ ପ୍ରଶାନ୍ତ।ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରନେତୃତ୍ୱ ମୋତେ ପ୍ରେରଣା ଦେଇଛି।


error: Content is protected !!