ହାଇକୋର୍ଟରେ ORHDC ଦୁର୍ନୀତି ମାମଲା ଶୁଣାଣି


ହାଇକୋର୍ଟରେ ORHDC ଦୁର୍ନୀତି ମାମଲା ଶୁଣାଣି।ମହମ୍ମଦ ମୋକିମଙ୍କ ଆବେଦନ ଉପରେ ଶୁଣାଣି ଅସମାପ୍ତ।ଆସନ୍ତା ୪ ତାରିଖରେ ଶୁଣାଣି ନେଇ ଦିନ ଧାର୍ଯ୍ୟ କଲେ ହାଇକୋର୍ଟ।ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍।


error: Content is protected !!