May 27, 2026

Now Odisha

Now Odisha

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ ।

Spread the love

ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ପଦ୍ମପୁର ପାଟଣାଗଡ଼ ମୁଖ୍ୟରାସ୍ତା ଜୁରିଆ ବ୍ରିଜ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭରକୁ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ହେଲ୍ପର ଗାଡ଼ି ଭିତରେ ଚାପି ହୋଇଥିବା ସୂଚନା । ହେଲ୍ପରକୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀର ପ୍ରୟାସ ଜାରି । ଲୁହାଛଡ ବୋଝେଇ ଟ୍ରକଟି ପଦ୍ମପୁରରୁ ପାଟଣାଗଡ଼ ଆସୁଥିବା ସୂଚନା ମିଳିଛି ,

error: Content is protected !!