ମେଣ୍ଟ ଚର୍ଚ୍ଚା ଗୁଜବ ବିଜେଡି


ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ କହିଲା ବିଜୁ ଜନତା ଦଳ।ପ୍ରେସମିଟରେ ଗୁଜବ କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।ମେଣ୍ଟ ନେଇ ଗଣମାଧ୍ୟମରେ ବିଜେପି ପ୍ରଚାର କରୁଛି।ଦଳ ଛାଡ଼ିଥିବା ଓ ଟିକେଟ ନପାଇବା ଲୋକଙ୍କୁ ବିଜେପି ଆପଣାଉଛି।


error: Content is protected !!