ହଷ୍ଟେଲରୁ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ବାସୁଦେବପୁର: ହଷ୍ଟେଲରୁ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ଚାନ୍ଦିମାଳ ନବୋଦୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ଛାତ୍ରୀ ଜଣଙ୍କ ଧାମନଗରର, ମୃତ୍ୟୁର କାରଣ ଅସ୍ପଷ୍ଟ।


error: Content is protected !!