କାର୍‌ ଧକ୍କାରେ ମାଆ , ଝିଅ ମୃତ


ପାଟଣାଗଡ଼: କାର୍‌ ଧକ୍କାରେ ଚାଲିଗଲା ମାଆ, ଝିଅଙ୍କ ଜୀବନ।ରାସ୍ତାରେ ଚାଲି ଚାଲି ଯିବା ବେଳେ ଧକ୍କା ଦେଲା ଦ୍ରୁତଗାମୀ କାର୍‌।କାର୍‌ଟି ବଲାଙ୍ଗିରରୁ ପାଟଣାଗଡ଼ ଗଲା ବେଳେ ଧକ୍କା ଦେଇ ପଳାଇଲା।କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋ।


error: Content is protected !!