୧୬ ବର୍ଷୀୟ ନାବାଳିକା କନ୍ୟାଙ୍କୁ ଅତି ଜଘନ୍ୟ ଭାବରେ ପଥରରେ ଛେଚି ହତ୍ୟା


ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନ ମଙ୍ଗଳପୁର ଅଞ୍ଚଳର ୧୬ ବର୍ଷୀୟ ନାବାଳିକା କନ୍ୟାଙ୍କୁ ଅତି ଜଘନ୍ୟ ଭାବରେ ପଥରରେ ଛେଚି ହତ୍ୟା କରିବା ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 3448/2024 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ | _*ଏହି ମାମଲାରେ ଏସପି ଢେଙ୍କାନାଳ,ଡିଜି ପୋଲିସ ଓଡିଶା,ଗୃହ ସଚିବ ଓଡିଶା,ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!