ରାଜନୀତି ଛାଡ଼ିଲେ ହର୍ଷବର୍ଦ୍ଧନ


ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ସାଂସଦ ହର୍ଷବର୍ଦ୍ଧନ।୩୦ ବର୍ଷର ରାଜନୀତି କ୍ୟାରିଅରରୁ ସନ୍ୟାସ ନେଲେ।ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଲେ ହର୍ଷବର୍ଦ୍ଧନ।ଡାକ୍ତରୀ ପେଷାକୁ ପୁଣି ଫେରିବା ନେଇ ସୂଚନା ଦେଲେ।


error: Content is protected !!