ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP


ସ୍ବୟଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ରଙ୍କ ପ୍ରେସମିଟ୍‌।BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା।ନୂଆ ନେତା ତିଆରି କରିବାରେ ବିଜେପି ସକ୍ଷମ ନୁହେଁ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବ BJP।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି: ସ୍ବୟମ ପ୍ରକାଶ।ବିଜେଡିରୁ ତଡ଼ା ଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି ବିଜେପି।ଗତ ନିର୍ବାଚନ ଅପେକ୍ଷା ଖରାପ ପ୍ରଦର୍ଶନ କରିବ ବିଜେପି।କାରଣ ଏହି ଭଳି ନେତାଙ୍କୁ ଗ୍ରହଣ କରିବେନି ରାଜ୍ୟ ବାସୀ।


error: Content is protected !!