ଆଜି ବି EDରେ ହାଜର ହେଲେନି କେଜ୍ରିୱାଲ


ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ CM କେଜ୍ରିୱାଲଙ୍କୁ ସମନ।ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ କରିଥିଲା ED।ମାର୍ଚ୍ଚ ୧୨ ପରେ ED ପ୍ରଶ୍ନର ଉତ୍ତର ରଖିବେ କେଜ୍ରିୱାଲ।ଭିସିରେ ED ପ୍ରଶ୍ନର ଉତ୍ତର ରଖିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।


error: Content is protected !!