ବର୍ଦ୍ଧିତ ଭତ୍ତା ପ୍ରଦାନ


ଆଜି ପୂର୍ବତ୍ତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ୨୭ ଟି ପଞ୍ଚାୟତ ର ୧୬୦୦ ହିତାଧିକାରୀ ଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ସହ ୧୦୦ ଜଣ ସିକିମ ପଟ୍ଟାଧାରୀ ଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି।


error: Content is protected !!