ପ୍ରୟାସକାନ୍ତିଙ୍କୁ ୧୮ଘଣ୍ଟାର ଜେରା


ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ମାରାଥନ ଜେରା।ଭୁବନେଶ୍ୱର ଇଡି ଅଫିସରେ ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ଜେରା।ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା।ଭୋର୍ ସାଢ଼େ ୪ଟାରେ ଇଡି ଅଫିସରୁ ବାହାରିଲେ ପ୍ରୟାସକାନ୍ତି।ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି।


error: Content is protected !!