ରାଜ୍ୟରେ ବିଜେଡି ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ


ରାଜ୍ୟରେ ବିଜେଡି ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ। ଆଜିର ୨ଟି ଘଟଣାକ୍ରମ ନେଇ ବଢ଼ିଲା ମେଣ୍ଟ ସମ୍ଭାବନା। ଅପରାହ୍ନରେ ନବୀନ ନିବାସରେ ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ।ସେପଟେ ଦିଲ୍ଲୀରେ ବି ରାଜ୍ୟ ବିଜେପି ନେତାଙ୍କୁ ନେଇ ବୈଠକ।


error: Content is protected !!