ଧାରଣାରେ ଅଲ ଓଡ଼ିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ


ଧାରଣାରେ ଅଲ ଓଡ଼ିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ।ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଧାରଣା।ବିକ୍ଷୋଭ ପ୍ରଦର୍ଶନ କଲା ଅଲ ଓଡ଼ିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ।ସିଓଆର ଓ ଆଟିଇ ପ୍ରାପ୍ୟ , ନୂତନ ବିଦ୍ୟାଳୟ ଖୋଲିବା ପାଇଁ ଦାବି।


error: Content is protected !!