ବାଲିଗୁଡା ବିଜେଡିରେ ଦେଖାଦେଇଛି ବଡ଼ ହଲଚଲ। ଦଳ ଛାଡ଼ିଲେ ଏକାଧିକ ନେତା। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ବିଜେଡି ଛାଡ଼ିଲେ। ବାଲିଗୁଡ଼ା ବିଧାୟକଙ୍କୁ ସ୍ବାଗତ କରିଥିବା ୨ ନେତାଙ୍କ ନିଲମ୍ବନକୁ ତୀବ୍ର ବିରୋଧ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର।ତୁମୁଡ଼ିବନ୍ଧ, କ. ନୂଆଗାଁ, ବାଲିଗୁଡ଼ା ଓ କୋଟପାଡ଼ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି। ବିଜେଡି ସା. ସମ୍ପାଦକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଜାଳି ଇସ୍ତଫା ଦେଇଛନ୍ତି।
ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ୨ ନେତାଙ୍କୁ ନିଲମ୍ବନ ପରେ ବଢୁଛି ଅସନ୍ତୋଷ। ବିଜେଡିରୁ ନିଲମ୍ବିତ ବାଲିଗୁଡ଼ା ବିଧାୟକଙ୍କୁ ସ୍ବାଗତ କରିଥିଲେ ଏହି ଦଳୀୟ ନେତା।

More Stories
ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ
ପ୍ରେମିକଙ୍କୁ ନିର୍ମମ ହତ୍ୟା: ଶବକୁ ପଚାଇବା ପାଇଁ ୨୪ ଘଣ୍ଟା ପାଣିରେ ବୁଡ଼ାଇ ରଖିଲେ ପ୍ରେମିକା, ତାପରେ…
ପୁଅ ଚାକିରି କର… ଶୁଣିବା ମାତ୍ରେ ରାଗିଗଲେ ଦୁଇ ପୁଅ, ମା’ବାପାଙ୍କୁ ମାରିଦେଲେ