13 ବର୍ଷର ବାଳକ ନିଖୋଜ


ବାଲେଶ୍ୱର:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ। ପଥରପେଣ୍ଠ ପଂଚାୟତ ପଥର ପେଣ୍ଠ ଗ୍ରାମ ର କମଳାକାନ୍ତ ମଲିକ ଙ୍କର, ତେର ବର୍ଷ ର ବାଳକ ଘରୁ କୋଣସି କାରଣ ଗତ ପାଇଁ ରାଗରେ କାଲି ସନ୍ଧ୍ୟା ଠୁଁ କୁଆଡେ ପଳେଇଯାଇଛି।ପରିବାର ଲୋକ ଖୋଜା ଖୋଜି କରିବା ପରେ ଏ ପ୍ରଯ୍ୟନ୍ତ ପୁଅ ସତ୍ୟନାରାୟଣ ମଲିକଙ୍କର କୋଣସି ପତା ମିଳି ନାହିଁ। ପୁଅ ସତ୍ୟନାରାୟଣ ଲାଲ କଲର ଫୁଲ ସାର୍ଟ,, ବ୍ଲୁ କଲର ଜିନ୍ସ ପେଣ୍ଟ ପିନ୍ଧିଥିଲା ,, ପିଲାଟି ଯିବା ବେଳେ ପାଖରେ ଦଶ ହଜାର ଟଙ୍କା ଘରୁ ଲୁଚେଇ ନେଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି,, ଯଦି କୋଣସି ବେକ୍ତି ସଂଦାନ ପାଆନ୍ତି ସ୍ଥାନୀୟ ପୋଲିସ ଷ୍ଟେସନ କିମ୍ବା scrin ଉପରେ number 9040327017 ରେ ଯୋଗାଯୋଗ କରିବା କୁ ଅନୁରୋଧ।


error: Content is protected !!